ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ବିଜେପି ନେତା
ବଲାଙ୍ଗୀର: ଜିଲ୍ଲାରେ ଚଳିତ ବର୍ଷ ସ୍ଵଳ୍ପ ମୌସୁମି ବର୍ଷା ଯୋଗୁଁ ମରୁଡି ସମସ୍ୟା ଦେଖା ଦେଇଛି । ଏହି କ୍ରମରେ ଚାଷୀ ନିଜ ସବୁ ସମ୍ପତି ଚାଷରେ ଲଗେଇ ମୁଣ୍ଡରେ ହାତ ଦେଇଛି । ଏଣୁ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ!-->…