Odia News Portal
Browsing Tag

pranab prakash das

ରାଜ୍ୟ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ,ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସଂଗଠନ…

ରାଜ୍ୟ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ଏଥିରେ ଆସନ୍ତା ବର୍ଷ ପାଇଁ ରାଜନୈତିକ ଏଜେଣ୍ଡା ପ୍ରସ୍ତୁତ ହେବ । ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକାରିଣୀରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି,…

ପ୍ରଣବଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର()  କଥାରେ ଅଛି ପରିଶ୍ରମର ଫଳ କେବେ ବି ବେକାର ଯିବ ନାହିଁ । ୨୦ବର୍ଷରେ ପାଦ ଥାପିଛି ବିଜେଡି ସରକାର । ବିଜେଡି ସଫଳତାର ମୁଖ୍ୟ ପୁରୋଦ୍ଧା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷ ୨୦୦୦ ମସିହାରୁ ବିଜେଡି ରାଜ୍ୟରେ ଶାସନ କରିଆସୁଛି । ୨୦୧୪,୨୦୧୯ ଓ ବିଜେପୁର ଉପନିର୍ବାଚନ,…

ସଫଳ ହେଲା ପ୍ରଣବଙ୍କ ପ୍ରୟାସ,ଫେରିଲା ୩ ଶ୍ରମିକଙ୍କ ମୃତ ଦେହ

 ଭୁବନେଶ୍ୱର()    ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଓଡିଶା ଫେରିଲା ୩ ଶ୍ରମିକଙ୍କ ମୃତ ଦେହ  । ବିଜୁ ଜନତା ଦଳର ଓଡ଼ିଶା- ମୋ ପରିବାର ସହାୟତାରେ ଅହମ୍ମଦାବାଦରୁ ଫେରିଛି ୩ ଶ୍ରମିକଙ୍କ ମୃତ ଦେହ । ୨୦ ତାରିଖ ଦିନ ଗୁଜୁରାଟର ଅହମ୍ମଦାବାଦ ଲୋଟସ ସୂତା କଳରେ କାମ କରୁଥିବା…

ଦରକାର ଯେଉଁଠି ପ୍ରଣବ ସେଇଠି, ତୁଟାଇଲେ ମଙ୍ଗୁ ମଠ ବିବାଦ

ଭୁବନେଶ୍ୱର() ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ କାର୍ୟ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ପଞ୍ଜାବ ବିଧାୟକ ସମରଜିତ ସିଂ । ଏହା ସହ ପୁରୀ ମଙ୍ଗୁ ମଠ ନେଇ ପଞ୍ଜାବ ସରକାରଙ୍କ ଯେଉଁ ଭୁଲ ବୁଝାମଣା ଥିଲା ତାହା ବି ଦୂର ହୋଇଛି ବୋଲି ବିଧାୟକ କହିଛନ୍ତି କ୍ଷ ଏନେଇ ପଞ୍ଜାବର ଏକ ଶିଖ୍…

ପ୍ରଣବ ପ୍ରକାଶ ଦାସ ବିଜେଡିର ସାଧାରଣ ସଂପାଦକ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକ ଦଳର ୩ ଯୁବ ନେତାଙ୍କୁ ନୂଆ ଦାୟୀତ୍ୱ ଦେଇ ଦଳକୁ ଅଧିକ ସୁଦୃଢ କରିବା ପାଇଁ ଉଦ୍ୟମ କରିଛନ୍ତି । ସୁପି୍ରମୋ ବିଜେଡି ଯୁବନେତା ପ୍ରଣବ ପ୍ରକାଶ ଦାସ,ସଂଜୟ କୁମାର ଦାସବର୍ମା ଏବଂ ପ୍ରତାପ ଦେବଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ…

ବବି କାହିଁକି ଲୋକପ୍ରିୟ, ପଢନ୍ତୁ

ଭୁବନେଶ୍ବର () ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, କେବଳ ନିଜ ନିର୍ବାଚନମଣ୍ଡଳୀ ନୁହେଁ, ପୂରା ରାଜ୍ୟରେ ଏବଂ ସବୁ ମହଲର ରାଜନୈତିକ ନେତାଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ତାଙ୍କ କାମ କରିବାର ଶୈଳୀ, ଦଳ ଓ ନେତାଙ୍କ ପ୍ରତି ଆନୁଗତ୍ୟ, ସବୁ ଶ୍ରେଣୀ ଓ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରହଣୀୟତା ଏବଂ…