Odia News Portal
Browsing Tag

prasan behera

ଆସିଲା ପ୍ରଶନ୍ନ ବେହେରାଙ୍କ ସମ୍ପତ୍ତି ତାଲିକା, ବାବାରେ ଏତେ ଟଙ୍କା

ଭୁବନେଶ୍ୱର: ଚାକିରି ଥିଲା କନଷ୍ଟେବଳ, ଧନ ଥିଲା ଅମାପ । ପୁଳା ପୁଳା ସୁନା, ଅସରନ୍ତି ସମ୍ପତ୍ତି । ଗିରଫ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ସମ୍ପତ୍ତିର ଆକଳନ କରି ହାଲିଆ ଅଧିକାରୀ । ପ୍ରାୟ ୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଲିକା ଦେଇଛି…

ପ୍ରସନ୍ନ ବେହେରାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ

ଭୁବନେଶ୍ୱର: ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ । ଗତକାଲି ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କ ଘର ସମେତ ୫ଟି ଠିକଣା ଉପରେ ଚଢାଉ କରିଥିଲା ଭିଜିଲାନ୍ସ । ଜବତ ସଂପତ୍ତି ତାଲିକା କରିବା ପରେ ପ୍ରସନ୍ନଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ ।…

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: କମିଶନରେଟ ପୋଲିସର ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । ୫ଟି ଭିଜିଲାନ୍ସ ଟିମ୍ ଚଢାଉରେ ନିୟୋଜିତ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବହିଷ୍କୃତ କନେଷ୍ଟବଳଙ୍କ ବିରୋଧରେ ଚଢାଉ…