ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ପିଟିଲେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା: ପୁଣି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି । ବିଚ୍ ରାସ୍ତାରେ ବାଲୁଗାଁ ନଗର ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ବିଧାୟକ ପିଟିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକଙ୍କୁ ଗିରଫ କରିବା ଦାବିରେ ବାଲୁଗାଁ!-->…