ବଦଳିଲେ କଟକ,ଭୁବନେଶ୍ୱର ଡିସିପି
କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି । କଟକର ନୂଆ ଡିସିପି ହେଲେ ପିନାକ ମିଶ୍ର । ଭୁବନେଶ୍ୱରର ନୂଆ ଡିସିପି ହେଲେ ପ୍ରତୀକ ସିଂ । ମନୋଜ କୁମାର ଛାବ୍ରା ହେଲେ ଜେଲ ବିଭାଗ ଡିଜି । ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ହେଲେ!-->…
