ଭାରତ ଗସ୍ତରେ ଆସିବେ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷା
ୟୁରୋପୀୟ କମିଶନ୍ ଅଧ୍ୟକ୍ଷା ଉର୍ତ୍ସଲା ଓ୍ବାନ ଡର ଲେନ୍ ଭାରତ ଗସ୍ତରେ ଆସିବେ। ସେ ୨୪ ଓ ୨୫ ଏପ୍ରିଲରେ ଦୁଇ ଦିବସୀୟ ଯାତ୍ରାରେ ଭାରତ ଆସିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର କହିବା ଅନୁସାରେ, ସେ ନିଜର ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ!-->…
