Odia News Portal
Browsing Tag

price hike

ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦର

ଦେଶରେ ଇନ୍ଧନ ଦରବୃଦ୍ଧିରେ ଲଗାମ ଲାଗୁ ନାହିଁ | ଆଜି ପୁଣି ସିଏନଜି ଏବଂ ପିଏନଜିର ଦାମ୍ ବଢ଼ିଛି | ଦିଲ୍ଲୀରେ ସିଏନଜି ଦର କିଲୋଗ୍ରାମ ପିଛା ୨.୫ ଟଙ୍କା ଏବଂ ପିଏନଜି ମୂଲ୍ୟ ପିଛା ୪.୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହୋଇଛି | ଏହି ବୃଦ୍ଧି ପରେ