ପରୀ ମୃତ୍ୟୁ ମାମଲାରେ ସତ ଜାଣିଥିଲେ ସରୋଜର ପରିବାର ଲୋକ!
					
ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ ।  ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଏହାରି ଭିତରେ ପୁଣି ନୂଆ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । 
ଏସଆଇଟିର ସୂଚନା ଅନୁସାରେ!-->!-->!-->…				
						
						
			