Odia News Portal
Browsing Tag

professor ganeshi lal

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ପ୍ରଫେସର ସଞ୍ଜିବ ମିତ୍ତଲ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନୂତନ କୁଳପତି । ସଞ୍ଜିବ ମିତ୍ତଲଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନିଯୁକ୍ତ ପ୍ରଦାନ କରିଛନ୍ତି । ପ୍ରଫେସର ସଞ୍ଜିବ ମିତ୍ତଲ ଆସନ୍ତା ୪ବର୍ଷ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି…

ରାଜ୍ୟପାଳଙ୍କ ପତିତପାବନ ଦର୍ଶନ

ପୁରୀ: ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଏହାସହ ଜଗା ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ତେବେ  ଆଜି ସର୍ବସାଧାରଣଙ୍କ ସହ ଜଗନ୍ନାଥ ଦର୍ଶନରେ ସାମିଲ ହୋଇଥିଲେ ରାଜ୍ୟପାଳ ଗଣେଶୀ ଲାଲ…