Odia News Portal
Browsing Tag

puri-jagannath-temple

ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ମୂର୍ତ୍ତି ଖସି ସେବାୟତ ଆହତ

ପୁରୀ: ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ଖସିଲା ମୂର୍ତ୍ତି। ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ପଡି ସେବାୟତ ଗୁରୁତର ହୋଇଛନ୍ତି । ତେବେ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନିକଟ ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପ ମୁର୍ତ୍ତି ଖସିପଡ଼ିଛି । ଏପରିକି ମୂର୍ତ୍ତି ଖସି…

୨୧ରୁ ହଟିବ କୋଭିଡ ରିପୋର୍ଟ କଟକଣା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ କୋହଳ ହେଲା କଟକଣା। ଆସନ୍ତା ୨୧ରୁ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ । ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ହେବନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ବିନା କୋଭିଡ ନେଗେଟିଭ୍ ରିପୋର୍ଟରେ କାଳିଆ…

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି

ଖୋଲିବାକୁ ଯାଉଛି ଶ୍ରୀମନ୍ଦିର |ଆଉ ମାତ୍ର ଦିନକ ପରେ ଅର୍ଥାତ ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। କଟକଣା ମଧ୍ୟରେ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିପାରିବେ ଭକ୍ତ । ଦୀର୍ଘ ୯ମାସ ହେବ ମହାବାହୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । ତେବେ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତୁତି ନେଇ ସୂଚନା…

ଭକ୍ତକୁ ଦର୍ଶନ ଦେବେ ଭକ୍ତର ଭଗବାନ,୨୩ରୁ ଖୋଲିବ ଶ୍ରୀମନ୍ଦିର

ଆସନ୍ତା ୨୩ ତାରିଖରୁ ପୁରୀବାସୀଙ୍କୁ ମିଳିବ ଜଗା ଦର୍ଶନ । ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥଲେ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସରକାର ଜିଲ୍ଲା ପ୍ରଶାସନ…

ଅଣସର ଘରେ ମହାପ୍ରଭୁ

ଭୁବନେଶ୍ବର()  ଅଣସର ଘରେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏଥିପାଇଁ ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଚାଲିବ । ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ…