Odia News Portal
Browsing Tag

puri loot

ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗଙ୍କ ଆତଙ୍କରାଜ୍

ପୁରୀ: ବ୍ୟାଙ୍କରୁ ଅଢେଇ ଲକ୍ଷ୍ୟ ଟଙ୍କା ଉଠାଇ ଆସୁଥିବାବେଳେ ଝାମ୍ପି ନେଲା ଦୁର୍ବୁତ୍ତ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶୌଚାଳୟ ଛକ, କନକ ଦୁର୍ଗା ଲେନର ମଧୁସୂଦନ ମିଶ୍ର । ଏହି ଘଟଣା କୁ ନେଇ ପୁରୀ କୁମ୍ଭାରପଡା ଥାନାରେ ମଧୁସୂଦନ ଅଭିଯୋଗ କରିଥିବା ବେଳେ ପୋଲିସ…

ପୁରୀ ବାସେଳୀ ସାହି ଲୁଟ୍: ୨ ଅଭିଯୁକ୍ତ ଗିରଫ

ପୁରୀ: ଘରେ ପଶି କଳାକନା ବୁଲାଇବା ଘଟଣାରେ ପୋଲିସ ହାତରେ ଧରା ପଡ଼ିଛନ୍ତି ୨ ଅଭିଯୁକ୍ତ |ପୁରୀରେ ସୁନା ଅଳଙ୍କାର ଓ ମୋବାଇଲ ଆଦି ଲୁଟ ଘଟଣାରେ ବାସେଳି ସାହି ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଗିରଫ ଦୁଇ ଅଭିଯୁକ୍ତ ହେଲେ ବାସେଳୀ ସାହି ଥାନା ନୋଳିଆ ସାହିର ଦୀପକ…