Odia News Portal
Browsing Tag

puri murder case

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଆଉ ୪ ଅଟକ

ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଆଉ ୪ ଜଣଙ୍କୁ କାବୁ କରିଛି ପୋଲିସ। ସେମାନଙ୍କ ମଧ୍ୟରେ ତିନିଜଣଙ୍କ ନାଁ ଏତଲାରେ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମାନଙ୍କୁ ଫେରାର କରାଇବାରେ ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରେ

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌,ଘଟଣାରେ ସଂପୃକ୍ତି ୬ଗିରଫ

ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌। ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ସମ୍ପର୍କରେ ବାପା-ପୁଅ। କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଗିରଫ। ବନ୍ଧୁକ ଚଳାଇଥିବା ମୁନ୍ନା ପାତ୍ରକୁ ମଧ୍ୟ ଗିରଫ କରାଯାଇଛି। ଘଟଣାରେ ସଂପୃକ୍ତି ଅଭିଯୋଗରେ ୬ଜଣଙ୍କୁ ଗିରଫ

ପୁରୀରେ ସେବାୟତଙ୍କୁ ହତ୍ୟା

ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଅଘଟଣ । ସୁଆର ମହାସୁଆର ନିଯୋଗର ସମ୍ପାଦକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ବୁଧବାର ଟାଉନ୍‌ ଥାନା ଅଞ୍ଚଳରେ ସୁଆର ମହାସୁଆର ନିଯୋଗର