Odia News Portal
Browsing Tag

puri rath yatra

ଶ୍ରୀ ପଞ୍ଚମୀରେ ଆରମ୍ଭ ହେବ ରଥକାଠ ଅନୁକୂଳ

ପବିତ୍ର ଶ୍ରୀପଞ୍ଚମୀରେ ଆଜି ଅନୁକୂଳ ହେବ ରଥକାଠ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥକାଠ ପୂଜାର୍ଚ୍ଚନା କରାଯିବ। ନୟାଗଡ଼ ବନଖଣ୍ଡରୁ ଆସିଥିବା କଠ ମଧ୍ୟରୁ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁୁଖରେ ରଖାଯିବ। ଆଜି ସନ୍ଧ୍ୟାରେ ପୂଜା ପାଠ କରାଯିବ।