Odia News Portal
Browsing Tag

rabi sastri

ରବି ଶାସ୍ତ୍ରୀଙ୍କ ଲାଗି ଯୁକ୍ତି ବାଢ଼ିଲେ କପିଲ ଦେବ

ନୂଆଦିଲ୍ଲୀ: ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ଏଣୁ ତାଙ୍କ ସ୍ଥାନରେ ବିିସିସିଆଇ କାହାକୁ କୋଚ କରିବ ଏବଂ କିଏ କିଏ ଏହି ପୋଷ୍ଟ ଲାଗି ଆପ୍ଲାଇ କରିବେ ତାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି…