Odia News Portal
Browsing Tag

radha damodara besha

‘ରାଧା-ଦାମୋଦର’ ବେଶରେ ଶ୍ରୀବିଗ୍ରହ: କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ଚାଲିବ

ଆଶ୍ବିନ ଶୁକ୍ଳ ପାପାଙ୍କୁଶା ଏକାଦଶୀରେ ଶ୍ରୀବିଗ୍ରହ ‘ରାଧା-ଦାମୋଦର’ ବେଶରେ ଦର୍ଶନ ଦେଇଛନ୍ତି। ରତ୍ନ ସିଂହାସନରେ ଶ୍ରୀକୃଷ୍ଣ ଓ ଶ୍ରୀବଳରାମଙ୍କର ‘ରାଧା ଦାମୋଦର‘ ବେଶ ବେଳେ ଅଣ୍ଟାରେ ସୁନା ଦଉଡ଼ି ତଥା ଅଣ୍ଟା ପଟି ଶୋଭା ପାଇଛି। ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ…