Odia News Portal
Browsing Tag

rahul bajaj passes away

ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ

ବଜାଜ୍ ଅଟୋର ପୂର୍ବତନ ଚେୟାରମ୍ୟାନ୍ ରାହୁଲ ବଜାଜଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ୨୦୨୧ ମସିହାରେ ସେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏ ନେଇ ବଜାଜ୍ ଗ୍ରୁପ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରି ସୂଚିତ କରାଯାଇଛି ।