ଦ୍ରାବିଡ଼-ରୋହିତଙ୍କ ପ୍ରଥମ ଭେଟି
					ନୂଆଦିଲ୍ଲୀ: ଦ୍ରାବିଡ ରୋହିତଙ୍କ ପ୍ରଥମ ଭେଟି। ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ନୂଆ ଅଧିନାୟକ, ନୂଆ କୋଚଙ୍କ ପ୍ରଥମ ଭେଟି।   ପ୍ରଥମ ଟି-୨୦ରେ ଦମ୍ ଦେଖାଇଛି ଟିମ୍ ଇଣ୍ଡିଆ । ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ରୋହିତ!-->…				
						 
						 
			