Odia News Portal
Browsing Tag

railway budget

୨୦୨୨-୨୦୨୩ ରେଳବାଇ ବଜେଟରେ ନିରାଶ ମୟୁରଭଞ୍ଜ ବାସୀ

୨୦୨୨-୨୩ ରେଲବାଇ ବଜେଟରେ ମୟୂରଭଞ୍ଜବାସୀ ନିରାଶ। ବାମନଘାଟି ଉପଖଣ୍ଡରେ ଥିବା ଲୌହଖଣିରୁ ରେଳବାଇ ଭଲ ରାଜସ୍ୱ ପାଉଥିଲେ ମଧ୍ୟ କେନ୍ଦ୍ର ସରକାର ମୟୂରଭଞ୍ଜରେ ରେଳ କ୍ଷେତ୍ର ପ୍ରତି ଅଣଦେଖା କରିଥିବା ଅଭିଯୋଗ ଆଣିଛି ବିଜେଡି। ରେଳ ବଜେଟରେ ମୟୁରଭଞ୍ଜକୁ ଅବହେଳା ଅଭିଯୋଗରେ ଯୁବ ବିଜେଡି ପକ୍ଷରୁ…

ଓଡିଶାକୁ ୪୩୭୩ କୋଟି ରେଳ ବଜେଟ

ନୂଆଦିଲ୍ଲୀ() ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟି ଅନୁଦାନ । ଅନୁଗୁଳ- ସୁକିନ୍ଦା ଲାଇନ ପାଇଁ ୪୫୦ କୋଟି ଅନୁଦାନ । ହରିଦାସପୁର- ପାରାଦୀପ ପାଇଁ ୧୦୦ କୋଟି । ଖୋର୍ଦ୍ଧା- ବଲାଙ୍ଗିର ଲାଇନ ପାଇଁ ୫୨୦ କୋଟି । ତାଳଚେର- ବିମଳାଗଡ ପାଇଁ ୧୪୦ କୋଟି । ଜୟପୁର- ମାଲକାନଗିରି ପାଇଁ ୩୩ କୋଟି ଅନୁଦାନ…