ରାଜ୍ୟରେ କାଳବୈଶାଖୀ ନେଇ ସତର୍କ
ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ରାଜ୍ୟରେ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି କୋରାପୁଟ, ବୌଦ୍ଧ,କନ୍ଧମାଳ, ଜଗତସିଂହପୁର, କେନ୍ଦୁଝର, ମୟୂରଭଂଜ,…