ଫରେଷ୍ଟର୍ରୁ କୋଟିପତି ରେଞ୍ଜର୍, ଅଫିସ୍ ସମେତ ୯ଟି ସ୍ଥାନରେ ଚଢ଼ଉ
୨୦୦୭ରେ ଫରେଷ୍ଟର୍ ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ। ୨୦୧୮ରେ ଡେପୁଟି ରେଞ୍ଜର୍ ପଦୋନ୍ନତି ପାଇଥିଲେ। ଚାକିରିକୁ ୧୮ବର୍ଷ ବିତିଥିବା ବେଳେ ଏହା ଭିତରେ ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି। ୫ଟି ମୂଲ୍ୟବାନ କୋଠା, ୯ ପ୍ଲଟ୍, ୨୮ ଲକ୍ଷ ବ୍ୟାଙ୍କ ଜମା ସହ ୨୬୩ ଗ୍ରାମ…