ରଶ୍ମିତାଙ୍କୁ ପ୍ରଶଂସା କଲେ ମୋଦୀ
ଜଗତପୁରସ୍ଥିତ ଭାରତୀୟ ଜଳକ୍ରୀଡ଼ା ପ୍ରାଧିକରଣରେ ଅଭ୍ୟାସରତ ଚୌଦ୍ବାର ବଡ଼ବଜାର ଅଞ୍ଚଳର ରଶ୍ମିତା ସାହୁ ଗତ ଅଗଷ୍ଟ ୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ଆୟୋଜିତ ହୋଇଥିବା ‘ଖେଲୋ ଇଣ୍ଡିଆ’ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରି ଓଡ଼ିଶାକୁ ଗୌରାବାନ୍ୱିତ କରିଛନ୍ତି। ପୂର୍ବରୁ ମଧ୍ୟ…