Odia News Portal
Browsing Tag

rastriya

ଓଡିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରଷ୍କାର

ନବରଙ୍ଗପୁର ଜିଲ୍ଲାର ବନିତା ଦାସ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଛନ୍ତି । ଉମରକୋଟ ବାସିନ୍ଦା ବନିତାଙ୍କୁ ଜାତୀୟ ବାଳିକା ଦିବସ ଅବସରରେ ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ବନିତାଙ୍କ ସହ କଥା