Odia News Portal
Browsing Tag

rate

ପୁଣି ବଢ଼ିଲା ଏପିଜି ଗ୍ୟାସର ଦର

ନୂଆଦିଲ୍ଲୀ: ଜୁଲାଇ ପହିଲା ଅର୍ଥାତ୍ ଆଜି ଠାରୁ ଘରୋଇ ରନ୍ଧନ ଗ୍ୟାସ୍ ବା 'ଲିକ୍ବିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍' (ଏଲ୍ପିଜି) ସିଲିଣ୍ଡର୍ ପିଛା ଟ. ୨୫.୫୦ ବୃଦ୍ଧି ପାଇଛି। ନୂତନ ମୂଲ୍ୟ ଅନୁସାରେ, ଏବେ ଦିଲ୍ଲୀ ଓ ମୁମ୍ବାଇରେ ୧୪.୨ କି.ଗ୍ରା. ଓଜନବିଶିଷ୍ଟ ସିଲିଣ୍ଡର୍ର ମୂଲ୍ୟ ଟ. ୮୩୪.୫୦।…

ମହଙ୍ଗା ହେଲା ଅମୁଲ କ୍ଷୀର

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ପାଇଁ ବଢାଇଛି ଚିନ୍ତା। ୧ ଜୁଲାଇ ଅର୍ଥାତ ଗୁରୁବାରଠାରୁ ଅମୁଲ କ୍ଷୀର ପ୍ରତି ଲିଟର ଦୁଇଟଙ୍କା ବଢିଯିବ। ଆସନ୍ତାକାଲିଠାରୁ ଦେଶର ସମସ୍ତ ରାଜ୍ୟରେ ନୂଆ ରେଟ୍ ସହିତ ଅମୁଲ କ୍ଷୀର ମିଳିବ। ଅମୁଲର ସମସ୍ତ ମିଲକ୍ ପ୍ରଡକ୍ଟ…

ଦରଦାମ ବୃଦ୍ଧିନେଇ ୧୦ ବ୍ୟାପି ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ କାମ ଧନ୍ଦା ହରାଇଥିବା ବେଳେ ଦରଦାମ କିନ୍ତୁ ଆକାଶ ଛୁଆଁ ହୋଇଛି । ଯାହାକୁ ନେଇ ସବୁଠି ଆରମ୍ଭ ହୋଇଛି । ଦେଶରେ ଇନ୍ଧନର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିବ। ଆଗାମୀ ଜୁଲାଇ ୭ରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ…

ନଜର ପକାନ୍ତୁ ଆଜି କେଉଁଠି କେତେ ଟଙ୍କା ରହିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ସାଧାରଣ ଓ ନିମ୍ନ ମଧ୍ୟବିତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ଡିଜେଲ ଦରରେ ୭ ପଇସା ପର‌୍ୟ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଦରରେ ୨୬ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । …

ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ନିମ୍ନ ମଧ୍ୟବିତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୋଟିଏ ଦିନ ପରେ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡ଼ିଜେଲର ଦରରେ ବୃଦ୍ଧି ଘଟିଛି। ବିଭିନ୍ନ ସ୍ଥାନରେ ତୈଳଦର ୨୫ ରୁ ୨୮ ପଇସା ଲେଖାଏଁ ବୃଦ୍ଧି…

ଫଳଦର ଆକାଶ ଛୁଆଁ, ପଢ଼ନ୍ତୁ ଭୁବନେଶ୍ୱରରେ କେତେ ଟଙ୍କା ରହିଛି କେଉଁ ଫଳର ଦର

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ବ୍ରତ । ସ୍ୱାମୀର ଆୟୂଷ ମନାସୀ ବ୍ରତ ରଖିଥାନ୍ତି ସାଧବା ମହିଳା । ତେବେ ଏହି ସାବିତ୍ରୀ ବ୍ରତ ଲାଗି ଫଳ ଦର ଆକାଶ ଛୁଆଁ ରହିଛି । ବଡ଼ ବଡ଼ ମଲ ବନ୍ଦ ରହିଥିବାରୁ ଫୁତଫାତରେ ବସୁଥିବା ଦୋକାନରେ ଲାଗିଛି ପ୍ରବଳ ଭିଡ଼ । ଦିନ ୧୧ଟା ଟାଏଁ ଖୋଲା ରହୁଥିବାରୁ…