Odia News Portal
Browsing Tag

rathayatra

ରଥ ରଙ୍ଗ ସହ କପଡା ବନ୍ଧା କାର୍ଯ୍ୟ ତ୍ବରାନ୍ନିତ

ପୁରୀ()ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ରଥରେ ୪ଟି ଲେଖାଁଏ ୧୨ଟି ଧ୍ୱଜବତା ଲାଗିଥିଲା। ଶ୍ରୀଜିଉଙ୍କ ବିଜେ ସ୍ଥଳ ବାହାରେ ଗାଈପଲ୍ଲ ପଟା ଲାଗି ହୋଇଥିଲା। ତିନି ରଥରେ କଳସ ଓ ଅଁଳା ଲାଗି ହୋଇଛି। ସେହିଭଳି ଓଲଟ ଶୁଆ ମଧ୍ୟ ତିନି ରଥରେ ଲାଗିଛି। ରଥର ଚତୁଃପାଶ୍ୱର୍ରେ ଚିତ୍ରକର…

ରଥ ଅନୁକୂଳ ପାଇଁ ଅନୁମତି ପତ୍ର

ପୁରୀ() ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ହେବ କି ନାହିଁ ସେନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହାରି ମଧ୍ୟରେ ଆଜି ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି ପତ୍ର ଦିଆଯାଇଛି । ଦେଉଳ ପୁରୋହିତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଅନୁମତି…

ହାତୀ ଟାଣିବ ରଥ !

ପୁରୀ() କରୋନା ସଙ୍କଟ ମଧ୍ୟରେ ରଥ ଯାତ୍ରା କିପରି ହେବ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ବିନା ଭକ୍ତରେ ପ୍ରଥମଥର ପାଇଁ ଶ୍ରୀଜୀଉଙ୍କ ରଥଯାତ୍ରା ହେବ । କେବଳ ସେବାୟତ ଓ ପୋଲିସ କର୍ମୀମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହାରି ମଧ୍ୟରେ ପୁରୀ ରଥ ଯାତ୍ରାରେ ହାତୀ ଦ୍ୱାରା ରଥ…

ମହାପ୍ରଭୁଙ୍କ ଫୁଲୁରୀ ତେଲରେ ଉପଚାର ଆରମ୍ଭ

ପୁରୀ() ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ମାନବୀୟ ନୀଳା । ଆଜି ମହାପ୍ରଭୁଙ୍କ ଓଷଲାଗି ନୀତି । ଏହି ନୀତି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇପଡଛନ୍ତି । ଅଣସରପିଣ୍ଡିରେ ମହାପ୍ରଭୁ ଗୁପ୍ତସେବା ଚାଲିଛି । ଫୁଲୁରୀ…

ଘୋଷଯାତ୍ରା ପାଇଁ ପ୍ରସ୍ତୁତି ପଥରେ ତିନିରଥ

ପୁରୀ() ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି । ଗତକାଲି ତିନି ରଥରେ ନାହାକା ବାନେ୍ଧଣି କାମ ଶେଷ ହେବା ପରେ ଆଜି ତିନି ରଥର ବଡଧରା ପୋଟଳ ଫିଟିଙ୍ଗ ହୋଇଛି । ଏଥି ସହିତ ତିନି ରଥ ମୂଳଭୁଇଁରେ କଇଁଚି ବାଡିଆ ସହ ମଛି ଭୂଇଁରେ ଅନ୍ଧାରିତାଗ ଏବଂ…

ଜାଣନ୍ତୁ ହାତୀବେଶର ପ୍ରକୃତ ରହସ୍ୟ

ପୁରୀ () ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।ଏହି ଅବସରରେ ଆସନ୍ତୁ ଜାଣିବା ହାତୀବେଶର ରହସ୍ୟ । ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ତାହା ହେଲା, ମହାରାଷ୍ଟ୍ରର ଏକ…

ଛେରାପହଁରା ପରେ ଗଜାନନ ରୂପେ ଭକ୍ତଙ୍କୁ ଦର୍ଶନ

ପୁରୀ ()ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।ସ୍ନାନ ବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୁରତି। ବିଡ଼ମ୍ବନାର ବିଷୟ କରୋନା ମହାମାରୀ ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି।ନିର୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି ଚାଲିଛି। ଧାଡି ପହଣ୍ଡି,ମଙ୍ଗଳ…

ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ଭୁବନେଶ୍ୱର()   ୧୪୪ ଧାରା ବଳରେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବଡ଼ଦାଣ୍ଡକୁ ଭକ୍ତଙ୍କୁ ନଛାଡ଼ିବା ପାଇଁ ବିଭିନ୍ନ  ସ୍ଥାନରେ ତିଆରି ହୋଇଛି ବ୍ୟାରିକେଡ ।  ଅନ୍ୟପକ୍ଷରେ ପୁରୀରେ…

ଶ୍ରୀକ୍ଷେତ୍ରରେ ପହଂଚିଲା ବଉଳା କାଠ

ପୁରୀ() ପୁରୀରେ ପହଂଚିଲା ବଉଳା କାଠ । ସେନାପଟା ଲାଗି ସତ୍ୟବାଦୀର ଅଜାଘରୁ ଆସିଛି କାଠ । ବିଲ ସାହିରୁ ଚିହ୍ନଟ ହୋଇଥିବା ଗଛକୁ କଟାଯାଇଥିଲା । ଏହାପରେ ଭଜନ କୀର୍ତନ ସହ ଏକ ସୁସଜ୍ଜିତ ଶଗଡରେ ତିନି ଖଣ୍ଡ କାଠକୁ ପାଟବସ୍ତ୍ରରେ ଆଚ୍ଛାଦିତ କରି ତୁୁଳସୀ ଓ ଫୁଲର ଟାହିଆ ଲଗାଯ୍ଧବ ପୁରୀକୁ…

ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା

ପୁରୀ() ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା । ୪ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ଧାରା ଲାଗୁ ହେବ । ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ଯାଏଁ ଲାଗୁ ହେବ । ଏହାସହ ଶ୍ରୀମନ୍ଦିର ଚାରିପାଖରେ ମଧ୍ୟ ଲାଗୁ ହେବ ୧୪୪ଧାରା । ସ୍ନାନଯାତ୍ରା ପାଇଁ ବସିଥିବା…