Odia News Portal
Browsing Tag

rathayatra

ନନ୍ଦିଘୋଷ ରଥର ବିଶେଷତ୍ୱ ଜାଣନ୍ତୁ …

ପୁରୀ() ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଆରମ୍ଭ ହୋଇ ଯାଇଛି । କରୋନା କଟକଣାରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ମହାଯାତ୍ରା । ରଥ ଯାତ୍ରାରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଆଉ କାଳିଆ ସାଆଁନ୍ତଙ୍କ ଏହି ଯାତ୍ରା ମାଉସୀ ଘରକୁ । ପ୍ରଭୁ ଜଗନ୍ନାଥଙ୍କ ଯାତ୍ରାର ସାହାରା ହେଉଛନ୍ତି ତାଙ୍କ ରଥ…

ପୁରୀ ରଥଯାତ୍ରା ସିଧାପ୍ରସାରଣ ଦେଖନ୍ତୁ ଗୋଟିଏ ଟଚରେ….

ପୁରୀ() ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସୁପି୍ରମକୋର୍ଟଙ୍କ ଗାଇଡଲାଇନ ଏବଂ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନର ନୀତି ନିର୍ଘ ଅନୁଯାୟୀ ଯଥାବିଧି ଆରମ୍ଭ ହୋଇଛି । ପୁରୀରୁ ଏହି ରଥଯାତ୍ରାର ସିଧା ପ୍ରସାରଣ ଡିଡି ଓଡିଆରେ ଚାଲିଛି । ଏହା ଦେଖନ୍ତୁ ଏହି ଲିଙ୍କ ମାଧ୍ୟମରେ ।…

ପହଣ୍ଡି ନୀତି ଶେଷ

ପୁରୀ()  ଆଜି ରଥଯାତ୍ରା । ରତ୍ନ ଦେବୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଦେଖାଯିବନି ଭକ୍ତଙ୍କ ଭିଡ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମ୍ ସଂଖ୍ଯକ ସେବାୟତଙ୍କୁ ନେଇ ଚାଲିଛି ସମସ୍ତ ନୀତିକାନ୍ତି । ଭୋର ୩ଟାରୁ…

ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତ ଅଛୁ

ପୁରୀ() ବଡ ଦାଣ୍ଡରେ ଗଡିବ ରଥ । ରଥଯାତ୍ରାକୁ ମିଳିଲା ଅନୁମତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଉକ୍ତ ଖଣ୍ଡପୀଠରେ ଜଷ୍ଟିସ ଏ.ଏସ ବୋପାନ୍ନା ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀ ସାମିଲ ରହିଥିଲେ । ନାଗପୁରସ୍ଥିତ…

ବଡ ଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ() ବଡ ଦାଣ୍ଡରେ ଗଡିବ ରଥ । ରଥଯାତ୍ରାକୁ ମିଳିଲା ଅନୁମତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ହୋଇଛି । ଉକ୍ତ ଖଣ୍ଡପୀଠରେ ଜଷ୍ଟିସ ଏ.ଏସ ବୋପାନ୍ନା ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀ ସାମିଲ ରହିଥିଲେ । ନାଗପୁରସ୍ଥିତ…

ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ()  ସୁପ୍ରିମକୋର୍ଟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମୂଳ ପିଟିସନ ସହ ମୋଟିଫିକେସନ ପିଟିସନର ଏକତ୍ର ଶୁଣାଣି ନେଇ ଶୁଣାଣି ଚାଲିଛି । ରଥଯାତ୍ରା ସପକ୍ଷରେ ୧୭ଟି ମୋଡିଫିକେସନ…

ରଥଯାତ୍ରା ପାଇଁ ପୁଣି ପିଟିସନ

ପୁରୀ() ରଥଯାତ୍ରା ନେଇ ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ପୁନଃବିଚାର ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । କେବଳ ପୁରୀରେ ରଥଯାତ୍ରା କରିବାକୁ ସେ ନିବେଦନ କରିଛନ୍ତି । ସାମାଜିକ ଦୂରତା ମାନି ସେବାୟତଙ୍କ ଦ୍ୱାରା ରଥଯାତ୍ରା କରାଯାଉ ବୋଲି ସେ କହିଛନ୍ତି ।…

ଚଳିତ ବର୍ଷ ହେବନାହିଁ ରଥଯାତ୍ରା

ନୂଆଦିଲ୍ଲୀ()  ଚଳିତ ବର୍ଷ ହେବନାହିଁ ରଥଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବନି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ  । ଦୀର୍ଘଦିନର ବ୍ୟବଧାନ ପରେ ସାଢେ଼ ୪ କୋଟି ଓଡ଼ିଆ ରଥଯାତ୍ରା ଦେଖିବାରୁ ବଂଚିତ ହେବେ  । ରଥଯାତ୍ରା ନେଇ ଯେଉଁ ଟିକକ ଆଶା ଥିଲା ତାହା ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ…

ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି

ପୁରୀ()  ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ସମ୍ପୁର୍ଣ୍ଣ ସୁସ୍ଥତାର ଖବର ଦଇତାପତି ମାନେ ଗଜପତିଙ୍କୁ ଦେବେ । ଏଥିପାଇଁ ଶ୍ରୀମନ୍ଦିରରେ ଆଜି ଭୋଗମଣ୍ଡପ ନୀତି ପରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀନଅରକୁ ଯିବେ ।…

ରଥ ରଙ୍ଗ ସହ କପଡା ବନ୍ଧା କାର୍ଯ୍ୟ ତ୍ବରାନ୍ନିତ

ପୁରୀ()ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ରଥରେ ୪ଟି ଲେଖାଁଏ ୧୨ଟି ଧ୍ୱଜବତା ଲାଗିଥିଲା। ଶ୍ରୀଜିଉଙ୍କ ବିଜେ ସ୍ଥଳ ବାହାରେ ଗାଈପଲ୍ଲ ପଟା ଲାଗି ହୋଇଥିଲା। ତିନି ରଥରେ କଳସ ଓ ଅଁଳା ଲାଗି ହୋଇଛି। ସେହିଭଳି ଓଲଟ ଶୁଆ ମଧ୍ୟ ତିନି ରଥରେ ଲାଗିଛି। ରଥର ଚତୁଃପାଶ୍ୱର୍ରେ ଚିତ୍ରକର…