ଆଜି ବି ରାବଣର ଦେହାବଶେଷ ସୁରକ୍ଷିତ ରଖାଯାଇଛି
କୁହାଯାଏ ରାମାୟଣ ଏବଂ ଭଗବାନ ରାମଙ୍କର ଅନେକ ପୌରାଣିକ ପ୍ରାମାଣିକତା ଶ୍ରୀଲଙ୍କାରେ ରହିଛି । ଏହି ସ୍ଥାନ ଭଗବାନ ଶ୍ରୀରାମ ଏବଂ ରାବଣ ସହିତ ଯୋଡ଼ି ହୋଇଛି । ଏହି ପ୍ରସଙ୍ଗରେ ଜାଣିବା ଶ୍ରୀଲଙ୍କାରେ ଥିବା ଏମିତି ଏକ ଗୁମ୍ଫା ବିଷୟରେ ଯେଉଁଠି ଆଜି ବି ରାବଣର ଦେହାବଶେଷ ସୁରକ୍ଷିତ ରଖାଯାଇଛି!-->…
