Odia News Portal
Browsing Tag

relationships tips

ଏମିତି ପୁରୁଷଙ୍କୁ ବିଲକୁଲ ପସନ୍ଦ କରନ୍ତି ନାହିଁ ମହିଳା

ଆଜିର ସମୟରେ ପ୍ରେମୀକ-ପ୍ରେମିକା ହେବା କିଛି ଖାସ ବଡ଼ କଥା ନୁହଁ। କିନ୍ତୁ ବାସ୍ତବ ସେହି ସମ୍ପର୍କ କେତେ ଦୂର ସଫଳ ହେଉଛି ତାହା ମୁଖ୍ୟକଥା ରହିଥାଏ। ଦେଖିବାକୁ ଗଲେ ବର୍ତ୍ତମାନ ଯେତେ ଶୀଘ୍ର ସଂପର୍କ ସ୍ଥାପନ ହୋଇଥାଏ ସେତେ ଶୀଘ୍ର ଭାଙ୍ଗି ମଧ୍ୟ ଯାଇଥାଏ। ତେବେ ଆଜିକାଲି ବହୁତ ଛୋଟଛୋଟ କଥାରେ…

ସ୍ଵାମୀଠାରୁ ସ୍ତ୍ରୀର ବୟସ କାହିଁକି କମ୍ ହୋଇଥାଏ, ଜାଣନ୍ତୁ …

ସାମାଜିକ ବ୍ୟବସ୍ଥା ଅନୁସାରେ ବିବାହ ରୀତିନୀତିରେ ପୁଅ-ଝିଅଙ୍କ ବୟସର ତାରତମ୍ୟ ଥାଏ । ଦେଖିବାକୁ ଗଲେ ପୁଅ ଝିଅଠାରୁ ବୟସରେ ବଡ଼ ହୋଇଥାଏ ।ଏହି ଧାରଣା ସମସ୍ତଙ୍କ ମନ ଭିତରେ ଥାଏ । କିନ୍ତୁ ଏହା ପଛରେ କାରଣ କଣ ଥାଏ..ଜାଣିବା ଆସନ୍ତୁ । ପୁଅ-ଝିଅଙ୍କ ବୟସ ସମାନହେଲେ କଳିଲାଗିବାର ସମ୍ଭାବନା…

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

କଥାରେ ରହିଛି ନା ଯେଉଁଠି ଝଗଡ଼ା ସେଇଠି ପ୍ରେମ। କିନ୍ତୁ ବେଳେବେଳେ ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଏ କି ତାହା ବିନାଶର କାରଣ ପାଲଟିଯାଏ। ସେହିପରି ଅଧିକ ପ୍ରେମ ମଧ୍ୟ ସଂପର୍କକୁ ପିତା କରିଥାଏ। ଏଣୁ ସଂପର୍କକୁ ମଜବୁତ ରଖିବା ପାଇଁ ଛୋଟ ମୋଟ ଝଗଡ଼ା ନିହାତି ଜରୁରୀ । ଆଜି ଆମେ ଆପଣଙ୍କୁ ସେହିଭଳି…