ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ
ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ। ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ଟି ବୁଥ୍ରେ ଭୋଟଗ୍ରହଣ ହେବ। ଗୋଟିଏ ସ୍କୁଲରେ ୨ଟି ବୁଥ୍ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଗତକାଲି ଭଦ୍ରକ ପୌର ପରିଷଦ ନିର୍ବାଚନ!-->!-->!-->…
