Odia News Portal
Browsing Tag

resine

ଇସ୍ତଫା ଦେଲେ ଗୁରୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

ଅହମ୍ମଦାବାଦ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ରୁପାଣୀ । ୫ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ କାହିଁକି ଇସ୍ତଫା ଦେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଇସ୍ତଫା ପରେ ଗଣମାଧ୍ୟମକୁ…

ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଶୁକ୍ରବାର ଘୋଷଣା କରିଛନ୍ତି ଯେ ସେ ଜାପାନର ଶାସକ ଦଳ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି (LDP) ର ନେତୃତ୍ୱ ପାଇଁ ନିର୍ବାଚନ ଲଢିବେ ନାହିଁ। କରୋନା ମହାମାରୀକୁ ନିୟନ୍ତ୍ରଣ କରୁଥିବା ସମାଲୋଚନା ମଧ୍ୟରେ ଏହି ଘୋଷଣା କରାଯାଇଛି।…

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା

ନୂଆଦିଲ୍ଲୀ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗକୁ ନେଇ ଚାପରେ ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଇସ୍ତଫା ଦେଇଛନ୍ତି।ଆଜି କେନ୍ଦ୍ର କ୍ୟାବିନେଟ…

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରତାପ ଷଢ଼ଙ୍ଗୀ

ନୂଆଦିଲ୍ଲୀ: ମୋଦିଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଅନେକ ମନ୍ତ୍ରୀ ଇସ୍ତଫା ଦେଉଛନ୍ତି । ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ଯାଇ ମନ୍ତ୍ରୀ ହୋଇଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି । ପ୍ରତାପ ଷଡ଼ଙ୍ଗୀ ଲୋକସଭାକୁ ନିର୍ବାଚିତ ହେବା ପରେ ଅଣୁ, କ୍ଷୁଦ୍ର ଓ…

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଇସ୍ତଫା ଦେଇଥିବା ସୂଚନା

ନୂଆଦିଲ୍ଲୀ: ଆଜି ସଦ୍ଧାରେ ସଂପ୍ରସାରଣ ହେବ ମୋଦିଙ୍କ ମନ୍ତ୍ରୀ ମଣ୍ଡଳ । ତେବେ ଏହା ପୂର୍ବରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ତାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ଆଜି କେଉଁ ମାନଙ୍କୁ ସବୁ ସ୍ଥାନ ମିଳିବ ତାକୁ ନେଇ…