ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା
ଗତକାଲି ଥିଲା ‘ବିଶ୍ୱ ଗୋଲାପ ଦିବସ’ ଅବସରରେ ‘ଆୱାକେନ୍ ଟ୍ରଷ୍ଟ’ ପକ୍ଷରୁ ସ୍ବାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ କର୍କଟ ରୋଗ ସହ ଲଢ଼ି ସେଥିରୁ ମୁକ୍ତ ହୋଇଥିବା କର୍କଟ ଯୋଦ୍ଧା ବିଧାନସଭାଠାରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ ସେମାନଙ୍କୁ ଗୋଲାପଗୁଚ୍ଛ…
