Odia News Portal
Browsing Tag

russia ukraine war

ପୂର୍ବ ୟୁକ୍ରେନରେ ଆକ୍ରମଣକୁ ଜୋରଦାର କଲା ରୁଷ, ବିଦେଶୀ ଅସ୍ତ୍ର ଯୋଗାଣ ଶୃଙ୍ଖଳକୁ ବି ଟାର୍ଗେଟ୍

ରୁଷର ସେନା ୟୁକ୍ରେନର ପଶ୍ଚିମ ଭାଗରେ ବିଦେଶୀ ଅସ୍ତ୍ରଶସ୍ତ୍ର ଯୋଗାଣ ଶୃଙ୍ଖଳକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ପୂର୍ବ ୟୁକ୍ରେନରେ ମଧ୍ୟ ରୁଷ ସେନା ଆକ୍ରମଣକୁ ଜୋରଦାର କରିଛି। ଅପରପକ୍ଷରେ ୟୁରୋପୀୟ ସଂଘ ଯୁଦ୍ଧ ପାଇଁ ରୁଷକୁ ଦଣ୍ଡ ଦେବା ପାଇଁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ…

ୟୁକ୍ରେନ୍‌ ଉପରେ ରୁଷ୍‌ର ଜୋରଦାର ସାଇବର ଆଟାକ୍‌

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ଇତି ମଧ୍ୟରେ ୨ ମାସ ପୂରିସାରିଲାଣି। କିନ୍ତୁ ଯୁଦ୍ଧ ଥମିବାର ନାଁ ଧରୁନି। ଏହି ଯୁଦ୍ଧ ଏବେ ଆଉ ଗୁଳି ଗୋଳା, ମିସାଇଲରେ ହିଁ ଅଟକି ନାହିଁ। ବରଂ ୟୁକ୍ରେନ୍‌ ଉପରେ ଏବେ ସାଇବର ଆଟାକ୍‌ ବି କଲାଣି ରୁଷ୍‌। ଯୁଦ୍ଧ ମଧ୍ୟରେ ରୁଷ୍‌ର କିଛି ହ୍ୟାକର…

ମାରିୟୁପୋଲ ସହରକୁ ସମ୍ପୂର୍ଣ୍ଣ କବଜା କଲା ରୁଷ

ୟୁକ୍ରେନର ବନ୍ଦର ସହର ମାରିୟୁପୋଲ ଉପରେ ବର୍ତ୍ତମାନ ମସ୍କୋ ସମ୍ପୂର୍ଣ୍ଣ କବଜା କରିନେଇଛି । ରୁଷର ସରକାରୀ ଗଣମାଧ୍ୟମ ଏହି ଦାବି କରିଛି । ସେପଟେ ମାରିୟୁପୋଲରେ ଆଜୋଭଷ୍ଟାର ଷ୍ଟିଲ୍ ପ୍ଲାଣ୍ଟ ଉପରେ ବୋମା ମାଡ଼ ନ କରିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସେନା ବାହିନୀକୁ…

ରୁଷ୍‌ ଦେଲା ଧମକ,NATOରେ ଯୋଗ ଦେଲେ ପରିଣାମ ଭୟଙ୍କର ହେବ

ରୁଷ୍‌ ଦେଲା ଧମକ। ନାଟୋରେ ଯୋଗ ଦେଲେ ପରିଣାମ ହେବ ସାଙ୍ଘାତିକ। ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଦ୍ୱିପାକ୍ଷୀୟ କୂଟନିତିଜ୍ଞ ଚ୍ୟାନେଲ ମାଧ୍ୟମରେ ରୁଷ୍‌ ଦେଇଛି ଏହି ଚେତାବନୀ । ଏହି ସୂଚନା ରୁଷୀୟ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିଆ ଜଖାରୋଭା ଦେଇଛନ୍ତି। ଜଖାରୋଭା ମିଡ଼ିଆ ସହ…

ଯୁଦ୍ଧ ଅଧିକ ଦିନ ଚାଲିଲେ ପରମାଣୁ ଆକ୍ରମଣ କରାଯିବ:ରୁଷ୍‌

୫୦ ଦିନରୁ ଊର୍ଦ୍ଧ୍ୱକୁ ବ୍ୟାପିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନର ସମସ୍ତ ଅଞ୍ଚଳରେ ଏକକାଳୀନ ଏୟାର ଷ୍ଟ୍ରାଇକ୍ ଆଲର୍ଟ ଘୋଷଣା କରିବା ପରେ ରୁଷ୍ କିଭ୍‌ରେ ଲଗାତାର ଗୋଟିଏ ପରେ ଗୋଟିଏ ୩ ଟି ମିସାଇଲ୍ ମାଡ଼ କରିଛି । ଏଥି ସହିତ ରୁଷ ଧମକ ଦେଇଛି ଯେ ଯଦି ଯୁଦ୍ଧ ଜାରି ରହେ, ତେବେ ଆମେ…

ବ୍ଲାକ ସି’ରେ ବୁଡ଼ିଲା ଯୁଦ୍ଧ ତୋପ ‘ମସ୍କଭା’,ରୁଷକୁ ଝଟକା

ୟୁକ୍ରେନ ଯୁଦ୍ଧକୁ ୫୦ ଦିନ ପୂରିଛି । ଇତି ମଧ୍ୟରେ ରୁଷକୁ ଏକ ବଡ଼ ଝଟକା ଲାଗିଛି। ବ୍ଲାକ୍ ସି’ରେ ରୁଷର ଏକ ଯୁଦ୍ଧ ଜାହାଜ ବିସ୍ଫୋରଣ ପରେ ବୁଡି ଯାଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ବିଳମ୍ବିତ ରାତିରେ କହିଛି ଯେ ଏକ ବିସ୍ଫୋରଣ ପରେ ଗାଇଡେଡ୍ ମିସାଇଲ୍ କ୍ରୁଜର ‘ମସ୍କଭା’…

ରୁଷ-ୟୁକ୍ରେନ୍‌ ମହାଯୁଦ୍ଧ; ମାରିୟୁପୁଲରେ ରାସାୟନିକ ଆକ୍ରମଣ ଅଭିଯୋଗ

ୟୁକ୍ରେନର ଅଭିଯୋଗ, ମାରିୟୁପୋଲରେ ପୁଟିନ ସେନା ରାସାୟନିକ ଅସ୍ତ୍ର ପ୍ରୟୋଗ କରିଛି। ପୂର୍ବରୁ ଆମେରିକା ଓ ବ୍ରିଟେନ ଏହିଭଳି ଆଶଙ୍କା ପ୍ରକାଶ କରି ଆସୁଥିଲେ । ଆଉ ୟୁକ୍ରେନର ଏଭଳି ଅଭିଯୋଗ ପରେ ତାକୁ ଗୁରୁତ୍ୱର ସହ ନେଇଛି ଆମେରିକା । କିନ୍ତୁ ସତରେ ଯଦି ରୁଷ ରାସାୟନିକ ଅସ୍ତ୍ର…

ୟୁକ୍ରେନ୍‌ର ମହିଳା ସୈନିକଙ୍କୁ ବନ୍ଦୀ କରି ପୁରୁଷଙ୍କ ସାମ୍ନାରେ ଉଲଗ୍ନ କରୁଛନ୍ତି ରୁଷ୍‌ ସେନା

ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦୀର୍ଘ ଦେଢ଼ ମାସ ହେଲାଣି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଭୀଷିକାର ରୂପ ନେଇଛି। କୁହାଯାଉଛି ଯେ ରୁଷ ସେନା ଏବେ ୟୁକ୍ରେନ୍‌ ନାଗରିକଙ୍କ ନରସଂହାର କରୁଛି। ବୁଚା ନରସଂହାରର ଫଟୋ ଓ ଭିଡିଓ ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି। …

ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍‌, ୩୦ ମୃତ

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ୪୪ ଦିନରେ ପହଁଞ୍ଚିଛି ଯୁଦ୍ଧ । ଆଜି ୟୁକ୍ରେନର ପୂର୍ବ ସହର କ୍ରାମାଟୋସ୍କରେ ଥିବା ଏକ ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍ କରିଛି ରୁଷ । ଏଥିରେ ୩୦ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଲୋକ ଗୁରୁତ୍ତର ଆହତ ହୋଇଛନ୍ତି ।

ୟୁକ୍ରେନରେ ଏପର୍ଯ୍ୟନ୍ତ ୧୪୧୭ ଲୋକଙ୍କ ମୃତ୍ୟୁ, ୨୦୦୦ରୁ ଊର୍ଦ୍ଧ୍ବ ଆହତ

ରୁଷୋ-ୟୁକ୍ରେନ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ ତିକ୍ତତା କମିବାର କୌଣସି ଆଭାସ ମିଳୁନାହିଁ । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଶହ ଶହ ସୈନିକ ଏବଂ ନିରୀହ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ମିଳିତ ଜାତିସଂଘର ମାନବାଧିକାର ଏଜେନ୍ସି ଅନୁଯାୟୀ ବର୍ତ୍ତମାନ…