ମାରିଉପୋଲ ଥିଏଟର ଉପରେ ରୁଷ ବୋମାମାଡ଼ରେ ୩୦୦ ଲୋକଙ୍କ ମୃତ୍ୟୁ ଆଶଙ୍କା
ଗତ ସପ୍ତାହରେ ୟୁକ୍ରେନର ଏକ ଥିଏଟର ଉପରେ ରୁଷର ଆକ୍ରମଣରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହି ଥିଏଟରରେ ଶହ ଶହ ଲୋକ ଆଶ୍ରୟ ନେଇଥିଲେ | ଶୁକ୍ରବାର ଦିନ ବନ୍ଦର ସହର ମାରିଉପୋଲରେ ୟୁକ୍ରେନ ଅଧିକାରୀ ଏହି ସୂଚନା ଦେଇଛନ୍ତି । ମାରିଉପୋଲ ସିଟି ହଲ୍ ଟେଲିଗ୍ରାମରେ!-->…
