Odia News Portal
Browsing Tag

Sachin tendulkar

WTC ଫାଇନାଲ ମ୍ୟାଚ ହାରିବା ପରେ ମୁହଁ ଖୋଲିଲେ ସଚିନ

ସାଉଥମ୍ପଟନ୍‌: ଫାଇନାଲ ମ୍ୟାଚରେ ଭାରତର ପରାଜୟ ପରେ ବିଭିନ୍ନ ମହଲରୁ ଦଳକୁ ସମାଲୋଚନା କରାଯାଉଛି । କ୍ରିକଟେର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁକର ପରାଜୟ ପରେ ମୁହଁ ଖୋଲିଛନ୍ତି । ବିରାଟ ଓ ପୂଜାରାଙ୍କ ଆଉଟ ଭାରତ ଲାଗି ପରାଜୟ ଆଣିଥିବା ସେ କହିଛନ୍ତି । ସଚିନ କହିଛନ୍ତି କି, ମୁଁ…

୫୦୦୦ ହଜାର ଲୋକଙ୍କୁ ଏକ ମାସର ରାସନ

ମୁମ୍ବାଇ()  ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ୍ ତେନ୍ଦୁଲକର କରୋନା ଭାଇରସକୁ ଦୃଷ୍ଟିରେ ରଖି ସାହାଯ୍ୟର ହାତ ବଢାଇଛନ୍ତି । ଏକ ଏନଜିଓ ମାଧ୍ୟମରେ ଶିବାଜୀ ନଗର ଓ ଗୋବନ୍ଦୀ ଅଞ୍ଚଳର ଗରିବ ଲୋକଙ୍କ ଏକ ମାସ ସାହାଯ୍ୟ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଏନେଇ ତେନ୍ଦୁଲକରଙ୍କୁ ଧନ୍ୟବାଦ…