Odia News Portal
Browsing Tag

samantha

ପୁଣି ଏକାଠି ହେବେ କି ଏହି ଯୋଡି

ସାଉଥ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଚର୍ଚ୍ଚିତ ଯୋଡି ସାମନ୍ଥା ଓ ନାଗା ଚୈତନ୍ୟ ଗତ ବର୍ଷ ନିଜ ବିବାହ ବିଚ୍ଛେଦର ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଦୁହେଁ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିବାହ ବିଚ୍ଛେଦ ପରଠାରୁ ଦୁହେଁ ଚର୍ଚ୍ଚାରେ…

୨୦୦ କୋଟି ଟଙ୍କା ନେବାକୁ ମନାକଲେ ସାମନ୍ଥା

ହାଇଦ୍ରାବାଦ: ଟଲିଉଡର ସୁପରହିଟ୍ ଯୋଡ଼ି ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ବିଚ୍ଛେଦ ହେବାକୁ ଯାଉଛି । ଷ୍ଟାର କପୁଲଙ୍କ ମଧ୍ୟରେ ହେବ ଛାଡ଼ପତ୍ର । ଉଭୟଙ୍କ ସ୍ୱୀକୃତିରେ ଅଲଗା ହେବାକୁ ଯାଉଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କି, ସାମନ୍ଥାଙ୍କ ଭରଣପୋଷଣ ଲାଗି ନାଗା ଚୈତନ୍ୟଙ୍କ ପରିବାର…