ଶାଢୀକୁ ନେଇ ଚର୍ଚ୍ଚାରେ ସାରା ଅଲୀ ଖାନ
					ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍ ନିଜ ଅଭିନୟ ଓ ନୂଆ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ  । ଏବେ କିନ୍ତୁ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ସାରା । ନିକଟରେ ତାଙ୍କର ଏକ ଶାଢି ପିନ୍ଧା ଫଟୋକୁ ସୋସିଆଲ ସାଇଟରେ ଅପଲୋଡ କରିଛନ୍ତି ସାରା । ଏଥିରେ ସେ ପିଙ୍କ କଲରର ପ୍ରିଣ୍ଟେଡ୍ ସାଢି!-->…				
						
						
			