ପ୍ରଶାନ୍ତ କିଶୋରଙ୍କର ରହିଛି ମୁଖ୍ୟ ଭୂମିକା : TMCରେ ସାମିଲ ହେବା ପରେ ଶତ୍ରୁଘ୍ନ ସିହ୍ନାଙ୍କ ଖୁଲାସା
ସଦ୍ୟ କଂଗ୍ରେସରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ସ୍ୱିଚ୍ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରସିଦ୍ଧ ଫିଲ୍ମ ଅଭିନେତା ଶତ୍ରୁଘ୍ନ ସିହ୍ନା। ସେ ଏହି କଥାର ଖୁଲାସା ବି କରିଛନ୍ତି କି , ତାଙ୍କର ଏହି ଦଳ ପରିବର୍ତ୍ତନ ପଛରେ କାହାର ହାତ ଅଛି। ସେ କହିଛନ୍ତି ଏହି ପଦକ୍ଷେପ!-->…
