Odia News Portal
Browsing Tag

satya nagar

ଶ୍ମଶାନ ଧୂଆଁରେ ଆକ୍ତାମାକ୍ତା ଭୁବନେଶ୍ୱର ସତ୍ୟନଗର

ଭୁବନେଶ୍ୱର: ଲିଭୁନି ଯୁଈ, ବୁଝୁନି ମନ । ଶ୍ମଶାନ ଧୂଆଁରେ ଆକ୍ତାମାକ୍ତା ଭୁବନେଶ୍ୱର ସତ୍ୟନଗର । କୋଭିଡ ହେଉ କି ଅଣକୋଭିଡ, ଦିନ ସାରା ମଶାଣୀରେ ଶବପୋଡା ବନ୍ଦ ହେଉନି । ଯାହାକୁ ନେଇ ସତ୍ୟନଗର ଶ୍ମସାନ ସ୍ଥାନାନ୍ତର ନେଇ ଦାବି ଉଠିଛି । ଆଜି ସତ୍ୟନଗର ଲେଡିଜ ଫୋରମ ସହ ସହୀଦନଗର ବାସିନ୍ଦା…

ସରିଲା ତପୁ ମିଶ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆଉ ନାହାଁନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର। ପଞ୍ଚଭୂତରେ ବିଲୀନ ହେଲେ ତପୁ ମିଶ୍ର। ଆଜି ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସ୍ୱାମୀ ମୁଖ୍ୟଗ୍ନି ଦେଇଛନ୍ତି। ଅଭିନେତ୍ରୀ ଏଲିନା ଦାସ, ଉଷାସୀ ମିଶ୍ର,ରାଖି,ସୋଫିଆ ଆଲାମ,…