Odia News Portal
Browsing Tag

semifinal

ସେମିଫାଇନାଲରେ ହାରିଲେ ବଜରଙ୍ଗ ପୁନିଆ

ଟୋକିଓ: ଟୋକିଓ ଅଲିମ୍ପିକର ରେସଲିଂ ମ୍ୟାଟ୍ରେ ଭାରତର ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ପାଇବାର ଆଶା ଭାଙ୍ଗିଯାଇଛି। ସେମିଫାଇନାଲରେ ରେସଲର ବଜରଙ୍ଗ ପୁନିଆ ହାରିଯାଇଛନ୍ତି। ତାଙ୍କୁ ଅଜରବୈଜାନର କୁସ୍ତିଯୋଦ୍ଧା ହାଜି ଅଲିୟେଭ ହରାଇଛନ୍ତି। ଏହି ପରାଜୟ ପରେ ପୁନିଆଙ୍କୁ ବ୍ରୋଞ୍ଜ ମେଡାଲ ଜିତିବା…

ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଅଲିମ୍ପିକ୍ସରେ ପ୍ରଥମରୁ ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ୨-୧ରେ ହାରିଛି ମହିଳା ହକି ଦଳ । ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଛି ଦଳ । ପ୍ରଥମ ଗୋଲ ଭାରତ ଦେଇଥିଲେ ସୁଦ୍ଧା ଶେଷ ସମୟରେ ପରାସ୍ତ ହୋଇଥିଲା । ବ୍ରୋଞ୍ଚ ପଦକ ଲାଗି ଲଢ଼ିବ ମହିଳା ହକି ଦଳ ।

ସେମିରେ ସିଦ୍ଧୁ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଲାଗି ଖୁସି ଖବର । ପଦକ ଆଡ଼କୁ ଆଉ ଏକ ପାଦ ଆଗେଇଛନ୍ତି ପି.ଭି. ସିନ୍ଧୁ ।ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛନ୍ତି । କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ହରାଇ ଅନ୍ତିମ ୪ରେ ନିଜ ସ୍ଥାନ ପକ୍କା…