ବାବାଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ
ଶିରିଡି ସାଇବାବା ଭକ୍ତଙ୍କ ପାଇଁ ଦଃଖ ଖବର। କରୋନା ନୂଆ ଭାରିଏଣ୍ଟ ଓମିକ୍ରନ କୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶିରିଡି ସାଇ ବାବା ସଂସ୍ଥା ପକ୍ଷରୁ!-->…