Odia News Portal
Browsing Tag

shree lingaraj

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆସନ୍ତାକାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଜି ଅନୁଷ୍ଠିତ ହେବ ନେତ ଉତ୍ସବ। ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ନୀତି ପରେ ରାତିରେ ଶୁଭ ମୁହୂର୍ତ୍ତରେ ରଥ ପ୍ରତିଷ୍ଠୀ ନୀତି ଅନୁଷ୍ଠିତ ହେବ।