ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆଉ ୧୦ ଦିନ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ବାକି ଅଛି । ଏବେ ରଥ ମହାଖଳାରେ ରଥ କାମ ବି ଠିକଣା ଭାବେ ଜାରି ରହିଛି । ରଥର ସବୁଠାରୁ ସିଂହଭାଗ କାମ ହେଲା ଚକ ନିର୍ମାଣ । ଯାହା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଚାରିଟି ଯାକ ଚକରେ ବଦଳିଆ, ପଇ ଓ ଅର!-->…
