Odia News Portal
Browsing Tag

shree mandir

ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଡେଇଁ ମହିଳାଙ୍କ ମୃତ୍ୟୁ

ଶ୍ରୀମନ୍ଦିର ସିଂହଦ୍ବାରରେ ଘଟିଛି ବଡ଼ ଧରଣର ଅଘଟଣ । ସିଂହଦ୍ବାର ଗୁମୁଟରୁ ଡେଇଁ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଛି । ପଡ଼ିବା ପରେ ସେ ଗୁରୁତର ହୋଇପଡ଼ିଥିଲେ । ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ…

ଆଜିଠୁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା

ଆଜିଠାରୁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମେତ ପଶ୍ଚିମ ଦ୍ୱାରରେ ମଧ୍ୟ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଆଗକୁ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ରଥ ଖଳାରେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ…

ଏଣିକି ପ୍ରତି ସପ୍ତାହରେ ବସିବ ଶ୍ରୀମନ୍ଦିର ସୁରକ୍ଷା ସଂପର୍କିତ ବୈଠକ

ଶ୍ରୀମନ୍ଦିର ସୁରକ୍ଷା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଣିକି ପ୍ରତି ସପ୍ତାହରେ ଶ୍ରୀମନ୍ଦିର ସୁରକ୍ଷା ନେଇ ହେବ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଛି । ମୋଟ ୧୩୫ଟି ସିସିଟିଭି ଶ୍ରୀମନ୍ଦିର ଭିତରେ ଲାଗିବ । ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ସହ ଓଡ଼ିଶା ପୋଲିସ ମୁତୟନ ରହିବେ…

ଦାୟିତ୍ୱ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କଲେ

ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ । ପୁରୀରେ ପହଁଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗତ ଶନିବାର ରାତିରେ ଚୁଲି ଭାଙ୍ଗିବା ଘଟଣାକୁ ତର୍ଜମା କରିଛନ୍ତି ଶ୍ରୀଯୁକ୍ତ ଯାଦବ । ଶ୍ରୀମନ୍ଦିରକୁ କିଭଳି ଅଧିକ ସୁରକ୍ଷା…

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା : ୪ ଜେଟିପିଙ୍କୁ ନୋଟିସ, ଅନ୍ୟ ୨ଜଣଙ୍କୁ ପଚରାଉଚରା

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା । ସୁରକ୍ଷାରେ ନିୟୋଜିତ ଜେଟିପି(ଜଗନ୍ନାଥ ଟେମ୍ପଲ ପୋଲିସ)ଙ୍କୁ ପଚରାଉଚରା କରୁଛି ପୋଲିସ । ଘଟଣାରେ ୪ ଜଣ ଜେଟିପିଙ୍କୁ ନୋଟିସ କରାଯାଇଛି ।ସେପଟେ ଅନ୍ୟ ୨ ଜଣଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ । କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ…

ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶ୍ରୀମନ୍ଦିର ରୋଷ ଘରେ ଭାଙ୍ଗିଲା ଚୁଲି । ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ୨ କୋଠଭୋଗ ପ୍ରସ୍ତୁତ କରାଯାଉଥିବା ଚୁଲି ଭାଙ୍ଗିବା ସହ ଅନ୍ୟ ଚୁଲି ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି । ଥାଳି ସୁଆର ଓ ତୁଣୁ ସୁଆରଙ୍କର ୨ଟି ଚୁଲି ମଧ୍ୟ…

ଶ୍ରୀମନ୍ଦିରକୁ ନେଇ ବିଧାନସଭାରେ ବିବୃତ୍ତି ରଖିଲେ ମନ୍ତ୍ରୀ

ଶ୍ରୀମନ୍ଦିରକୁ ନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ । ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ବିପଦ ନାହିଁ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ମନ୍ଦିରକୁ ନେଇ କୌଣସି ବିପଦ ନାହିଁ । ମର୍ଚ୍ଚ ୩୧ ତାରିଖରେ ବିଧାନସଭାର ଯେଉଁ  ବିଭିନ୍ନ କମିଟି ଗଠନ ହେବ…

ଆଜିଠୁ ପ୍ରତ୍ୟେକ ରବିବାର ଖୋଲାରହିବ ଶ୍ରୀମନ୍ଦିର

ଭକ୍ତଙ୍କ ପାଇଁ ଖୁସି ଖବର । ଆଜିଠୁ ପ୍ରତ୍ୟେକ ରବିବାର ଖୋଲାରହିବ ଶ୍ରୀମନ୍ଦିର । କୋଭିଡ୍‌ ପାଇଁ ଦୀର୍ଘ ୨ ବର୍ଷ ହେବ ଦର୍ଶନରେ କଟକଣା ଥିଲା । ପୂର୍ବରୁ ସପ୍ତାହରେ ୬ ଦିନ ମହାପ୍ରଭୁଙ୍କ ଦର୍ଶନ ଅନୁମତି ଥିଲା । କୋଭିଡ୍‌ କଟକଣା ଯୋଗୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହ ମନ୍ଦିର…

ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ଆଜି ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହଙ୍କ ସୁନାବେଶ । ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ । ଟାଣ ଖରାରେ ଲମ୍ବା ଲାଇନ୍‌ରେ ଛିଡା ହୋଇଛନ୍ତି ଭକ୍ତ । ତେବେ ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଏବଂ ଘଣ୍ଟା ଘଣ୍ଟା ଧରି ଅପେକ୍ଷା…

ରବିବାରରେ ବି ମିଳିବ ଜଗା ଦର୍ଶନ

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବୈଠକ ଏଜେଣ୍ଡାରେ ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୁଖ୍ୟ ଆଲୋଚନା ହେବ । ତା ବ୍ୟତୀତ କୋଭିଡ୍‌ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ରବିବାର ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ କଟକଣା…