ବିଜେଡିରେ ଯୋଗ ଦେଲେ ଜେଏମଏମ ର ଉପସଭାପତି
ବିଜେଡିରେ ଯୋଗଦେଲେ ବୀରମିତ୍ରପୁରର ରାଜ୍ୟ ଜେଏମ୍ଏମ୍ ଉପ ସଭାପତି ଶିବିୟାନ ଆଇଣ୍ଡ । ରାଜ୍ୟ ବିଜୁ ଯୁବ କାର୍ୟ୍ୟାଳୟରେ ଶହ ଶହ ସମର୍ଥକଙ୍କ ଶହ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଶିବିୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ!-->…