Odia News Portal
Browsing Tag

sikari

କୋଇ ଜଙ୍ଗଲରୁ 2 ହରିଣ ଶିକାରୀ ଗିରଫ

ଗତକାଲି ରାତି ହିନ୍ଦୋଳ ସାରାଂଖିତ ଜଙ୍ଗଲରୁ 2 ହରିଣ ଶିକାରୀକୁ ଗିରଫ କରିବାରେ ହିନ୍ଦୋଳ ବନବିଭାଗ ସଫଳ ହୋଇଛି । ଉକ୍ତ ବ୍ୟକ୍ତି ଦୁଇଜଣ ହେଲେ 1. ସାମ ବାଦାନୀ,ବୟସ(50ବର୍ଷ), ପିତା-ଭାସ୍କର ବାଦାନୀ ,ହାତୁରା, PS- ହିନ୍ଦୋଳ, ଯିଏକି PS- ବନାପୁର (ଭଗବତୀ), ଜିଲ୍ଲା-ଖୋର୍ଧାର ସ୍ଥାୟୀ…