Odia News Portal
Browsing Tag

silver price

ପୁଣି ବଢିଲା ସୁନା ଦର ଜାଣନ୍ତୁ ଆପଣଙ୍କ ସହରରେ କେତେ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୬୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୭୦୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୫,୫୫୦ ଟଙ୍କା ଓ…

କମିଲା ସୁନା ରୁପା ଦର ଜାଣନ୍ତୁ କେତେ ଦାମ୍ ରହିଛି

ଆଜି ସୁନା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି ।ଗତକାଲି ଅପେକ୍ଷା ଆଜି ୨୫୦ ଟଙ୍କା କମିଛି ସୁନା ଦର ।ସୁନା ଦର ୧୦ ଗ୍ରାମ ପିଛା ୪୮୦୬୮ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୁପା ଦର ପ୍ରତି କିଲୋ ପିଛା ୬୨୧୫୪ ଟଙ୍କା ରହିଛି। ଦିନକୁ ଦୁଇ ଥର ସୁନା ଓ ରୂପା ଦର ଜାରି କରାଯାଇଥାଏ। ଥରେ…