Odia News Portal
Browsing Tag

similipala

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଆଜି ପ୍ରଥମ ଦିନରେ ଉଭୟ ପିଠାବଟା ଓ ଯଶିପୁର ଗେଟ୍‌ ଦେଇ ୩୩ଟି ଯାନରେ ମୋଟ ୧୨୯ଜଣ ପର୍ଯ୍ୟଟକ ଶିମିଳିପାଳକୁ ପ୍ରବେଶ କରିଛନ୍ତି। ସୂଚନା ଅନୁସାରେ, ପିଠାବଟା ଗେଟ୍‌ ଦେଇ ଓପନ୍ ଜିପ୍ ୮ଟି ସଫାରିରେ ୩୫ଜଣ,…

ଶିମିଳିପାଳ କଳାବାଘକୁ ନେଇ ଚର୍ଚ୍ଚା ଥମୁନି: ୩୨ବର୍ଷ ପୂର୍ବରୁ ଠାବ ହୋଇଥିଲା ପ୍ରଥମ କଳାବାଘ

‘ନ୍ୟାସ୍‌ନାଲ୍‌ ଜିଓଗ୍ରାଫିକ୍‌’ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଛି ଶିମିଳିପାଳର କଳାବାଘ। ଯାହାକି ଶିମିଳିପାଳକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି। ତେବେ, ଶିମିଳିପାଳ ସହ କଳାବାଘର ସମ୍ପର୍କ ଆଜିର ନୁହେଁ। ପ୍ରାୟ ୩୨ବର୍ଷ ତଳୁ କଳାବାଘକୁ ନେଇ ଶିମିଳିପାଳ ଚର୍ଚ୍ଚାକୁ ଆସିଛି।…

ଜଳୁଛି ଶିମିଳିପାଳ ଅଭୟାରଣ୍ୟ

ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜରେ ଗୋଟିଏ ଜାଗାରେ ଲାଗିଛି ନିଆଁ । ଗତକାଲି ଅଭୟାରଣ୍ୟର ୬ ଟି ଜାଗାରେ ନିଆଁ ଲାଗିଥିଲ । ଗତକାଲି ମୋହନପୁର ଓ କେନ୍ଦୁମୁଣ୍ଡି ରେଞ୍ଜରେ ଲାଗିଥିବା ନିଆଁ ଲିଭିଯାଇଥିବା ବେଳେ ଆଜି ଚହଲ ରେଞ୍ଜରେ ନିଆଁ ଲାଗିଛି । ବର୍ତ୍ତମାନ

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ଭୁବନେଶ୍ୱର: ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ ପଟୁ ପ୍ରବେଶ ପାଇଁ ଅନୁମତି ମିଳିବ । ସକାଳ ୭ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକ ପ୍ରବେଶ କରିପାରିବେ । ରାତ୍ରି ରହଣି ଲାଗି କେବଳ ଅନଲାଇନରେ ବୁକିଂ କରିହେବ ।