Odia News Portal
Browsing Tag

Sourav Ganguly stable

ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କୋଲକାତା : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶନିବାର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ଗାଙ୍ଗୁଲିଙ୍କ ଝିଅ ସନା ସୂଚନା ଦେଇଛନ୍ତି । ହସ୍ପିଟାଲରେ ଗାଙ୍ଗୁଲିଙ୍କୁ ଭେଟିବା ପରେ ଗାଙ୍ଗୁଲିଙ୍କ ଝିଅ ସନା ବାପା ଭଲ ଥିବା…