ଆଜି ପବିତ୍ର ଶ୍ରୀରାମ ନବମୀ, ସାରା ଦେଶରେ ଧୁମଧାମରେ ପାଳନ ହେଉଛି ପର୍ବ
ଆଜି ପବିତ୍ର ଶ୍ରୀରାମ ନବମୀ । ସଜେଇ ହୋଇଛି ରାମମନ୍ଦିର । କରୋନା ମହମାରି ୨ବର୍ଷ ପରେ ଶ୍ରୀରାମ ନବମୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ରାଜଧାନୀର ସମସ୍ତ ମଠ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାମଚନ୍ଦ୍ରଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର, ବିଷ୍ଣୁ ମନ୍ଦିରରେ!-->…
