ବଦଳିବ ରାଜ୍ୟ ଗ୍ରନ୍ଥାଗାର
ବଦଳିବ ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଚେହେରା । ପାଠକମାନଙ୍କ ସୁବିଧା ପାଇଁ ଆଗାମୀ ଦିନରେ ସୂଚନା ପ୍ରଯୁକ୍ତି ମାଧ୍ୟମରେ ପୁସ୍ତକ ପଞ୍ଜୀକରଣ, ପାଠକ ପଞ୍ଜୀକରଣ କରାଯାଇ ଏହାକୁ ଅତ୍ୟାଧୁନିକ ପାଠାଗାରରେ ପରିଣତ କରାଯିବ । ଏଥିପାଇଁ ସରକାର ଯୋଜନା କରୁଛନ୍ତି ବୋଲି ସଂସ୍କୃତି ବିଭାଗ!-->…
