Odia News Portal
Browsing Tag

subash singh

ଶପଥ ନେଲେ ସୁବାସ ସିଂହ

କଟକ ମହାନଗର ନିଗମର ନବନିର୍ବାଚିତ ମେୟର ଭାବେ ଶପଥ ନେଇଛନ୍ତି ସୁବାସ ସିଂହ । ନଗର ଉନ୍ନୟନ କମିଶନର ତାଙ୍କୁ ଶପଥ ପାଠ କରାଇଛନ୍ତି । ତାଙ୍କ ପରେ ସିଏମସି କର୍ପୋରେଟରମାନେ ବି ଶପଥ ନେଇଛନ୍ତି । ୫୯ଟି ୱ।ର୍ଡର କର୍ପୋରେଟରମାନେ ଶପଥ ନେଇଛନ୍ତି ।

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ଭେଟିଲେ ସସ୍ମିତ ଓ ସୁବାସ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର ସାଂସଦ ଡଃ.ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । କଟକର ହଜାର ବର୍ଷର ଗର୍ବ ଓ ଗୈରବର ଐତିହକୁ ବହନକରି…